Omm video Editting center

Omm video Editting center A completely service For full hd shooting ,editting, photography & Canvera Album

22/04/2023

ବଡ଼ମ୍ବାର ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ପୀଠ
କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ହୋଇପାରିଲା ନାହିଁ ପର୍ଯ୍ୟଟନ ସ୍ଥଳୀର ବିକାଶ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ୧୬ ଲକ୍ଷ ୮୫ ହଜାର ଟଙ୍କାରେ କୋଉଠି ଗୋଟେ ପ୍ରବେଶ ଗେଟ୍ ହୋଇଛି ଯାହା କେବେ କେହି ବି ଆଖିରେ ଦେଖିନଥିବେ । ୧୧୯୫ ମସିହାରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ସିହଂନାଥ ପୀଠର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟାୟ କ୍ରମେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେବଳ ୨୦୧୭-୧୮ ଏବଂ ୨୦୧୮-୧୯ ଦୁଇଟି ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଛି ୯୯ ଲକ୍ଷ ୯୦ ହଜାର ଟଙ୍କା । ଏଥିରେ ବ୍ୟାଖ୍ୟାନ କେନ୍ଦ୍ର = ୧୯ ଲକ୍ଷ ୩୪ ହଜାର , ଆନନ୍ଦ ବଜାର = ୦୯ ଲକ୍ଷ ୦୬ ହଜାର , ପାଚେରୀ = ୦୩ ଲକ୍ଷ ୩୪ ହଜାର , ଇଲେକ୍ଟ୍ରି/ପାଣି ସଂଯୋଗ = ୦୯ ଲକ୍ଷ ୨୮ ହଜାର , ବୋରଓ୍ବେଲ = ୦୨ ଲକ୍ଷ , ମ୍ୟୁଜିୟମ୍ = ୨୧ ଲକ୍ଷ ୧୩ ହଜାର ଇତ୍ୟାଦି ଇତ୍ୟାଦି ଖର୍ଚ୍ଚ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି । ହେଲେ ସେଠାକାର ପାରିପାର୍ଶ୍ବିକ ପରିବେଶକୁ ଅନୁଧ୍ୟାନ କଲେ ଅନୁଦାନ ମୁତାବକ ଉନ୍ନତି ହୋଇନଥିବା ସ୍ପଷ୍ଟ ଦେଖାଯାଉଛି ।। ଜୟ ଜଗନ୍ନାଥ ।।
ତଥ୍ୟ ଆମର ବିଚାର ଆପଣମାନଙ୍କର !!!!
ଆଞ୍ଚଳିକ ଉନ୍ନତିରେ କିଏ ସାଜୁଛି ବାଧକ ??

14/02/2023

ଜାମ୍ମୁ ଓ କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ବୀରତ୍ୱର ସହ ଲଢ଼ି ଦେଶ ପାଇଁ ନିଜର ସର୍ବସ୍ୱ ବଳିଦାନ ଦେଇଥିବା ମା' ଭାରତୀର ଅମର ସୁପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।
#ପୁଲୱାମା

My ❤ daughter👧
05/07/2020

My ❤ daughter👧

2019 programme
09/08/2019

2019 programme

Best wishes. From. Omm video editing center
26/01/2018

Best wishes. From. Omm video editing center

Address

At-bindhanima Mandap Sahi
Tigiria
754030

Telephone

+919776150710

Website

Alerts

Be the first to know and let us send you an email when Omm video Editting center posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Omm video Editting center:

Share