Nαтυяє Photo

Nαтυяє Photo Follow My Page..

29/08/2025
Strawberry 🍓
13/07/2025

Strawberry 🍓

Sunset 🌇
11/07/2025

Sunset 🌇

ମାଦଳା ପାଞ୍ଜିରେ ବର୍ଣ୍ଣିତ ଅଛି ।          ଷୋଡ଼ଶ ଶତାବ୍ଦୀରେ ଯେତେବେଳେ କଳାପାହାଡ଼ ଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିଥିଲା, ସେବାୟତ ମାନେ ଚ...
10/07/2025

ମାଦଳା ପାଞ୍ଜିରେ ବର୍ଣ୍ଣିତ ଅଛି ।

ଷୋଡ଼ଶ ଶତାବ୍ଦୀରେ ଯେତେବେଳେ କଳାପାହାଡ଼ ଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିଥିଲା, ସେବାୟତ ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରୀ ମନ୍ଦିରରୁ ଲୁଚାଇ ନେଇ ଚିଲିକାର ଏକ ଦ୍ବୀପରେ ରଖିଥିଲେ। କଳାପାହାଡ଼ ଯେତେବେଳେ ଏହି ଖବର ପାଇଲା,ସେ ସେହି ଦ୍ଵିପ କୁ ଯାଇ ସେବାୟତ ମାନଙ୍କୁ ହତ୍ୟା କରି ଚତୁ୍ଦ୍ଧାମୂର୍ତ୍ତିଙ୍କୁ ଛଡାଇ ଆଣି ଗଙ୍ଗା ନଦୀ କୂଳରେ ଜାଳି ଦେଇଥିଲା ଏବଂ ପରେ ଅର୍ଦ୍ଧଦଗ୍ଧ ମୂର୍ତ୍ତି ଗୁଡ଼ିକୁ ଗଙ୍ଗା ନଦୀରେ ଭସାଇ ଦିଆ ଯାଇଥିଲା। ଏହି ସବୁ ଘଟଣା ଜଣେ ବୈଷ୍ଣବ ଭକ୍ତ, ବିଶର ମହାନ୍ତି ଦେଖିଥିଲେ ଏବଂ ସେ କୌଶଳ କରି ଅର୍ଦ୍ଧଦଗ୍ଧ ମୂର୍ତ୍ତି ଗୁଡିକରୁ ବ୍ରହ୍ମ ପଦାର୍ଥ ଗୁଡ଼ିକୁ କାଢି ନେଇ ନିଜ ପାଖେ ରଖିଥିଲେ। ପରବର୍ତ୍ତୀ ସମୟରେ କଳିଙ୍ଗ ଗଜପତି ରାମଚନ୍ଦ୍ର ଦେବଙ୍କୁ ପ୍ରଭୁ ସ୍ୱପ୍ନାଦେଶ କରି ବ୍ରହ୍ମ ପଦାର୍ଥକୁ ବିଶର ମହାନ୍ତିଙ୍କ ଠାରୁ ଆଣି ନବ ନିର୍ମିତ ଚତୁର୍ଦ୍ଧା ବିଗ୍ରହରେ ରଖି ପ୍ରଭୁଙ୍କ ନବକଳେବର କରିବାକୁ ନିର୍ଦେଶ ଦେଇଥିଲେ। ଏହାହିଁ ପ୍ରଥମ ନବକଳେବର କାହାଣୀ।
ଇତିହାସ ପୃଷ୍ଠା ରେ ଏହାହିଁ ବର୍ଣ୍ଣିତ ଅଛି। ଜୟ ଜଗନ୍ନାଥ🙏🏻🙏🙏 ଯୁଗେ ଯୁଗେ ଜଗନ୍ନାଥ 🚩

Water Melon Pond👍
05/07/2025

Water Melon Pond👍

Beautifull Cocomber 🧺
04/07/2025

Beautifull Cocomber 🧺

03/07/2025

Beautifull hill..

Beautifull ToMato FarMiNg....      Hru Shi
02/07/2025

Beautifull ToMato FarMiNg....

Hru Shi

Beauty.....
02/07/2025

Beauty.....

Address

Odisha
Sonepur

Alerts

Be the first to know and let us send you an email when Nαтυяє Photo posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nαтυяє Photo:

Share

Category