17/10/2026
#ଦଶହରା_ଖର୍ଚ୍ଚ_ନେଇ_ଯିବା_ବେଳେ_ମାଡ଼ି_ବସିଲା_ଭିଜିଲାନ୍ସ।
ବିଳମ୍ବିତ ରାତିରେ ଲାଞ୍ଚ ଟଙ୍କା ନେଇ ବୋଲେରୋ ରେ ଯିବା ସମୟରେ ଭୁବନେଶ୍ୱର ଏ ଜି ଛକ ରେ ଭିଜିଲାନ୍ସ ହାତରେ ଧରାପଡିଲେ କଟକ ଜଗତପୁର ମହାନଦୀ ନର୍ଥ ଡିଭିଜନ ର ନିରୀକ୍ଷଣ ଯନ୍ତ୍ରୀ ପ୍ରଶନଜିତ୍ ଦାସ। ଗାଡ଼ିରୁ ୭ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଓ ଘରୁ ୧୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ କରିଛି ଭିଜିଲାନ୍ସ