Siva Sakti Real Group Creation

Siva Sakti Real Group Creation Contact information, map and directions, contact form, opening hours, services, ratings, photos, videos and announcements from Siva Sakti Real Group Creation, Camera/Photo, Odisha, Cuttack.

02/09/2023

ରାକ୍ଷୀ ହିଁ ସାକ୍ଷୀ ନୂଆ କମେଡି ଭିଡ଼ିଓ ବହୁତ ସାରା ଏଣ୍ଟେର୍ଟିଂମେଣ୍ଟ ଦେଖନ୍ତୁ ଆଉ ହସି ହସି ଗଡି ଯାନ୍ତୁ 🤭🤭🤭
https://youtu.be/UDqzAOOfkC4?si=8jtCVcz3My_ZZN9L

24/08/2023

ବାପା ଆଉ ମା" ହେଉଛନ୍ତି ଚଳନ୍ତି ଭଗବାନ ! ସେଇଟା ଆମେ କହୁନେ ! ସାରା ଦିନିଆଁ କହୁଛି ! ଆମେ ଯେତେବେଳେ ତାଙ୍କ ଭିତରୁ କାହାକୁ ବି ହରେଇ ଦଉ ସେତେବେଳେ ଆମେ ଚିନ୍ତା କରୁ ବାପା ହନ୍ତୁ କି ମା" ତାଙ୍କ ଜଗା କେହି ବି ନେଇପାରନ୍ତିନାହିଁ ! ଏହି ଭଳି ଗୋଟେ ସତ କାହାଣୀ ଆମେ ଏଇ ଭିଡ଼ିଓ ମାଧ୍ୟ୍ୟମରେ ଆପଣ ମାନଙ୍କୁ ଦେଖେଇଛୁ ! ଆମ total team ଚେଷ୍ଟା କରିଛି ଆପଣ ମନକୁ ଗୋଟେ ଭଲ ଆଉ ସୁନ୍ଦର ଭିଡ଼ିଓ ଦେବାପାଇଁ! ତ ଆପଣ ମନେ ଭିଡ଼ିଓ ଦେଖନ୍ତୁ କେମିତି ଲାଗିଲା ସେଇଟା comment ଜରିଆରେ ଜଣାନ୍ତୁ ଆଉ ଭିଡ଼ିଓ କୁ like, share & subscribe କରନ୍ତୁ..🙏🙏https://youtu.be/u1Bs7_1X1f8?si=EkyiNo4AHqUCbx0d

15/08/2023

ତ୍ରିରଙ୍ଗା ର ସମ୍ନlନଂ..ଆଜି ହେଉଛି ସ୍ୱାଧୀନତା ଦିବସ ! ଏଇ ଦିବସ ପାଇଁ ଆମ team ବହୁତ ଚେଷ୍ଟା କରିଛି ଆମ ଦୁନିଆ କୁ କିଛି ଶିକ୍ଷା ଦେବାପାଇଁ.. ଆମେ ଆଶା କରିବୁ ଆପଣ ମାନଙ୍କୁ ଭିଡ଼ିଓ ଟି ଭଲ ଲାଗିବ ତାହାଲେ ଆସନ୍ତୁ ଭିଡ଼ିଓ ଦେଖିବା.. ଆମ ତ୍ରିରଙ୍ଗା ପତକା କୁ ସମ୍ନlନଂ ଦେବା..https://youtu.be/K5RXRtRpizk

15/08/2023
05/08/2023
ଏତେ ଦିନ ର ଅପେକ୍ଷା ପରେ.. ପୁଣି ଥରେ Christmas ସ୍ପେସିଆଲ ତ ଆସନ୍ତୁ ଦେଖିବା S S R. Creation Production House Christmas Special ର...
24/12/2022

ଏତେ ଦିନ ର ଅପେକ୍ଷା ପରେ.. ପୁଣି ଥରେ Christmas ସ୍ପେସିଆଲ
ତ ଆସନ୍ତୁ ଦେଖିବା S S R. Creation Production House
Christmas Special ର କଣ ଭେଟି ରଖିଛି..! ଜଲ୍ଦୀ ଜଲ୍ଦୀ ଚାଲନ୍ତୁ Christmas ମଜା ଉଠାନ୍ତୁ...... ଆଉ ହଁ ଦର୍ଶକ ବନ୍ଧୁ କେମିତି ଲାଗିଲା Comments box ର ନିଶ୍ଚିନ୍ତ ଜଣେଇବେ... ଯଦି ଆପଣ ଙ୍କ ମନକୁ ଛୁଇଁ ଥାଏ.... ଭିଡ଼ିଓ କୁ Like କରିବେ ଚାଁନେଲ କୁ Subscribe ଜରୁରୁ କରିବେ... 🙏🙏🙏🙏🙏🙏🙏🙏🙏https://youtu.be/AX5N7-I4P1Y

Address

Odisha
Cuttack
754031

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Telephone

+916370188136

Website

http://www.ssrcreation.com/

Alerts

Be the first to know and let us send you an email when Siva Sakti Real Group Creation posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Siva Sakti Real Group Creation:

Share

Category