19/08/2026
ଇପ୍ସିତା ଅପାଙ୍କୁ କନ୍ଧମାଳ ମାଟିରେ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ। 🙏💚
ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଭାବେ ଆପଣଙ୍କ ଆଗମନ ଆମ ପାଇଁ ଗର୍ବର ବିଷୟ। ଛାତ୍ର ଓ ଯୁବ ସମାଜର ସ୍ୱରକୁ ଆହୁରି ଦୃଢ଼ କରିବାର ଏହି ଯାତ୍ରାରେ କନ୍ଧମାଳର ସମସ୍ତ ସାଥୀ ଆପଣଙ୍କ ସହ। ✊💚
Naveen Patnaik Ipsh*taa Sahoo ବିଜୁ ଛାତ୍ର ଜନତା ଦଳ ଓଡ଼ିଶା