Rocky bhai story

Rocky bhai story You are going to entertain by read my stories, photography and videography . Love&Support needed

"ସଂଜ୍ଞା ହୀନ ପ୍ରେମ" #କବିତା
27/09/2023

"ସଂଜ୍ଞା ହୀନ ପ୍ରେମ"
#କବିତା






18/09/2023

ବେଳେ ବେଳେ ନିରଳା ଜାଗା ଟିଏ ଦରକାର ।ଗୋଟେ ଦୀର୍ଘ ନିଶ୍ଵାସ ଛାଡ଼ି ଜୀବନ ରେ ଚାଲିଥିବା ସବୁ ଝଡ଼ ଝଂଜା କୁ ଆକଳନ କରିବାପାଇଁ ।






*ଧରିତ୍ରୀ ରାଣୀ ଯେ ନୀଳ ପାଟ ଶାଢ଼ୀ ପିନ୍ଧି ଲାଣି*    ଧରିତ୍ରୀ ରାଣୀ ଯେ ନୀଳ ପାଟ ଶାଢ଼ୀ ପିନ୍ଧି  ଲାଣି                         ପୁଣି ବ...
17/09/2023

*ଧରିତ୍ରୀ ରାଣୀ ଯେ ନୀଳ ପାଟ ଶାଢ଼ୀ ପିନ୍ଧି ଲାଣି*
ଧରିତ୍ରୀ ରାଣୀ ଯେ ନୀଳ ପାଟ ଶାଢ଼ୀ ପିନ୍ଧି ଲାଣି
ପୁଣି ବର୍ଷା ର ଅଗମନେ କୃଷି ଭାଇ ର ମନ ଖୁସି ରେ ଭାରି ଉଠିଲାଣି ।
ଜଳ ପ୍ରବାହିତ ସୁଅ ବିଲ ହୁଡା ଭାଙ୍ଗିଲାଣି , ସବୁଜିମା ସଙ୍ଗେ ଲୁଚକାଳି ଖେଳି ପବନ କୁହେ ,ହେଇ ମୋ ଧରିତ୍ରୀ ରାଣୀ ଯେ ନୀଳ ପାଟ ଶାଢ଼ୀ ପିନ୍ଧି ଲାଣି ।
ସକାଳ କଂଳ ଖରା ଶୀତଳ କାକର ରେ ଭେଦି ହୀରା ପରି ଝଲସି ଲାଣି ପୁଣି ଫୁଲେଇ ସାଧବ ବାଣୀ ଜାଣି ଜାଣି ଆସି ,କାକର ପାଣି କୁ ଚିଡ଼େଇ କୁହେ ଦେଖ ଦେଖ ମୋ ଧରିତ୍ରୀ ରାଣୀ ଯେ ନୀଳ ପାଟ ଶାଢ଼ୀ ପିନ୍ଧିଲାଣି ।

*ଚିନ୍ମୟ କୁମାର ପ୍ରଧାନ*

Address

Khorhda
Bhubaneswar

Website

Alerts

Be the first to know and let us send you an email when Rocky bhai story posts news and promotions. Your email address will not be used for any other purpose, and you can unsubscribe at any time.

Share