11/10/2026
11 oct sunday 🥀🌿🙏
ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀଙ୍କ ଙ୍କ ପ୍ରବଣ
ନବରାତ୍ର ପୂଜା ଆରମ୍ଭ।
ପ୍ରଥମ ଦିନ" ମା ଶୈଳ ସୁନ୍ଦରୀ "ନାମରେ ପୂଜା ପୁ ଛନ୍ତି।
ମା ବୁଢ଼ୀ ଠାକୁରାଣୀ ଙ୍କ କୃପା ପଣତକାନି ସଭି ଙ୍କ ଉପରେ ଘୋଡେଇ ହୋଇଥାଉ।🥀
:
:
#ବ୍ରହ୍ମପୁର