19/07/2025
ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା! କୃଷକ ରେଜିଷ୍ଟ୍ରି ପୋର୍ଟାଲ୍(odfr.agristack.gov.in)ରେ ପଞ୍ଜିକରଣ ନିମନ୍ତେ ବିଭାଗ ଦ୍ଵାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ସମୂହକୁ ଅନୁସରଣ କରନ୍ତୁ।
CMO Odisha Information & Public Relations Department, Government of Odisha Kanak Vardhan Singh Deo