Bapu Mohanta

Bapu Mohanta Hii
My Name Is Bapu
This Page Is All About My Lifestyle Vlogs, travel Vlogs, Entertainment Videos

13/06/2026

ରଜ ପର୍ବ ରେ ହେଲା ଦୁର୍ଘଟଣା 😂

ବାରିପଦା ର ରଙ୍ଗାମାଟିଆ ଠାରେ ଗତ ଜୁନ ୮ ତାରିଖ ରେ ଶୁଭ ଉଦଘାଟନ ହୋଇଛି ୬୫୦ ଶଯ୍ୟା ବିଶିଷ୍ଟ ନୂଆ ଡାକ୍ତରଖାନା, ଯାହାର ନାମ ପଣ୍ଡିତ ରଘୁନାଥ ମ...
10/06/2026

ବାରିପଦା ର ରଙ୍ଗାମାଟିଆ ଠାରେ ଗତ ଜୁନ ୮ ତାରିଖ ରେ ଶୁଭ ଉଦଘାଟନ ହୋଇଛି ୬୫୦ ଶଯ୍ୟା ବିଶିଷ୍ଟ ନୂଆ ଡାକ୍ତରଖାନା, ଯାହାର ନାମ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ l ମେଡ଼ିକାଲ କଲେଜ ଟି ମୁଖ୍ୟ ରାସ୍ତା ସାମ୍ନା ଆଡ଼କୁ ରହିଥିବା ଡ଼ାକ୍ତରଖାନା ଟି ପଛ ଆଡକୁ ରହିଛି l ସେହି ପରିସର ମଧ୍ୟରେ କ୍ୟାନ୍ସର ଡାକ୍ତରଖାନା ମଧ୍ୟ ରହିଛି l ଯେଉଁଠି
MEDICINE OPD (ଭେଷଜ ବହିର୍ବିଭାଗ), Skin & VD OPD (ଚର୍ମ ଓ ଗୁପ୍ତ ରୋଗ ବହିର୍ବିଭାଗ), Psychiatric OPD (ମାନସିକ ରୋଗ ବହିର୍ବିଭାଗ), Dentistry OPD (ଦନ୍ତ ରୋଗ ବହିର୍ବିଭାଗ) ରହିଛି l

09/06/2026

ବାରିପଦା ରେ ଖୋଲିଲା ନୂଆ ଡାକ୍ତରଖାନା

08/06/2026

ବାରିପଦା ହାଟ ରେ କି କି ବିକ୍ରି ହେଉଛି 😂

07/06/2026

ବାରିପଦା ର ନୂଆ ହାଟ

04/06/2026

ବାରିପଦା ର ମଧୁବନ ମିନି ଷ୍ଟାଡିୟମ ରେ ଚାଲିଛି DRK କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ

03/06/2026

Big shout out to my newest top fans! Satish Chandra Behera, Satyaban Mahakud, Sarada Prasanna Pradhan, Rajendra Kumar Pradhan

Nobody On Earth Can Ever Love You More Than Your Parents. Happy Global Day Of Parents .
01/06/2026

Nobody On Earth Can Ever Love You More Than Your Parents. Happy Global Day Of Parents .

01/06/2026

ବାରିପଦା ର ହାଟ ଭାଙ୍ଗିଲା ll ନୂଆ ହାଟ କେଉଁଠି ହେବ ?

ଇତିହାସ ହେଇଗଲା ବାରିପଦା ର ୧୦୦ ବର୍ଷ ପୁରୁଣା ଷ୍ଟେସନ ବଜାର ହାଟ l ଶ୍ରୀହୀନ ଭଳି ଦିଶୁଛି ଆଉ ଆଜି ମାନେ ମଇ ୩୧ ଥିଲା ତା'ର ଶେଷ ଦିନ
31/05/2026

ଇତିହାସ ହେଇଗଲା ବାରିପଦା ର ୧୦୦ ବର୍ଷ ପୁରୁଣା ଷ୍ଟେସନ ବଜାର ହାଟ l ଶ୍ରୀହୀନ ଭଳି ଦିଶୁଛି ଆଉ ଆଜି ମାନେ ମଇ ୩୧ ଥିଲା ତା'ର ଶେଷ ଦିନ

Address

Baripada

Alerts

Be the first to know and let us send you an email when Bapu Mohanta posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bapu Mohanta:

Share