Uttam Biswal Fanclub

Uttam Biswal Fanclub Contact information, map and directions, contact form, opening hours, services, ratings, photos, videos and announcements from Uttam Biswal Fanclub, Sambalpur.

ଦୋ‌ଳେ ଚ ଦୋଳ‌ଗୋବିନ୍ଦମ୍‌, ଚା‌ପେ ଚ ମଧୁସୂଦନମ୍ ।।। ରଥେ ତୁ ବାମନମ୍ ଦୃଷ୍ଟ୍ବା‌, ପୁନର୍ଜନ୍ମ ନ ବିଦ୍ୟତେ ।।।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ...
07/07/2024

ଦୋ‌ଳେ ଚ ଦୋଳ‌ଗୋବିନ୍ଦମ୍‌, ଚା‌ପେ ଚ ମଧୁସୂଦନମ୍ ।।। ରଥେ ତୁ ବାମନମ୍ ଦୃଷ୍ଟ୍ବା‌, ପୁନର୍ଜନ୍ମ ନ ବିଦ୍ୟତେ ।।।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା #ରଥଯାତ୍ରା ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।।।

 ାଁ_ମାଣିକେଶ୍ବରୀ 🙏🙏🙏🚩🚩🚩
15/02/2024

ାଁ_ମାଣିକେଶ୍ବରୀ 🙏🙏🙏🚩🚩🚩

"ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତାଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ୱେତ ପଦ୍ମାସନା"ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍...
14/02/2024

"ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା
ଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ୱେତ ପଦ୍ମାସନା"

ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।।।

#ସରସ୍ୱତୀପୂଜା

ଗତକାଲି ସାଳଡ ପଞ୍ଚାୟତ ର କାଶିପାଲି ଗ୍ରାମ ର ଆମର ଲଢୁଆ କାର୍ଯ୍ଯକର୍ତ୍ତା ଗୁଲାପ କୁମ୍ଭାର କଂ ମାତା କଂ ଗଗାଂ ଶ୍ରାଦ୍ଧ ରେ ମାନ୍ଯବର ବିଧାୟକ ର...
09/02/2024

ଗତକାଲି ସାଳଡ ପଞ୍ଚାୟତ ର କାଶିପାଲି ଗ୍ରାମ ର ଆମର ଲଢୁଆ କାର୍ଯ୍ଯକର୍ତ୍ତା ଗୁଲାପ କୁମ୍ଭାର କଂ ମାତା କଂ ଗଗାଂ ଶ୍ରାଦ୍ଧ ରେ ମାନ୍ଯବର ବିଧାୟକ ରେଗାଂଲି ଶ୍ରୀ Nauri Nayak କଂ ସହ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲୁ ।।।

ଚତୁର୍ଥାମୁରତୀ ଙ୍କ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ପହଣ୍ଡି ର କିଛି ଦୃଶ୍ଯ ।।।
13/07/2021

ଚତୁର୍ଥାମୁରତୀ ଙ୍କ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ପହଣ୍ଡି ର କିଛି ଦୃଶ୍ଯ ।।।

 #ଗଡୁ_ତୋର_ନନ୍ଦିଘୋଷ_ଉଡୁ_ତୋର_ବାନା ।।। #ହେଲେ_ହେଉ_ପଛେ_ମୋତେ_ବଡଦାଣ୍ଡ_ମନା  ।।।
12/07/2021

#ଗଡୁ_ତୋର_ନନ୍ଦିଘୋଷ_ଉଡୁ_ତୋର_ବାନା ।।।
#ହେଲେ_ହେଉ_ପଛେ_ମୋତେ_ବଡଦାଣ୍ଡ_ମନା ।।।

ଚତୁର୍ଥାମୁରତୀ ଙ୍କ ପହଣ୍ଡି ବିଜେ ।।। #ଜୟଜଗନ୍ନାଥ  ।।।
12/07/2021

ଚତୁର୍ଥାମୁରତୀ ଙ୍କ ପହଣ୍ଡି ବିଜେ ।।।
#ଜୟଜଗନ୍ନାଥ ।।।

ନବଯୌବନ ଦର୍ଶନ ।।।ନୂଆ ରୂପ ନୂଆ ରଙ୍ଗ ନୂଆ ସାଜ ।।।କାଳିଆ ର ଅପୂର୍ବ ଦର୍ଶନ  ।।।
09/07/2021

ନବଯୌବନ ଦର୍ଶନ ।।।
ନୂଆ ରୂପ ନୂଆ ରଙ୍ଗ ନୂଆ ସାଜ ।।।
କାଳିଆ ର ଅପୂର୍ବ ଦର୍ଶନ ।।।

05/07/2021

ପେଟ ପାଇଁ ଭାଇରେ ଏଠି କେତେ ନାଟ ।।।

Address

Sambalpur

Website

Alerts

Be the first to know and let us send you an email when Uttam Biswal Fanclub posts news and promotions. Your email address will not be used for any other purpose, and you can unsubscribe at any time.

Share