Click Stories

Click Stories Heritage Photographer
Puri Dham | Odisha

ଶୁଭ ପଣାସଂକ୍ରାନ୍ତି ଓ ଓଡ଼ିଶା ନବବର୍ଷର ଅନେକ ଶୁଭକାମନା ❤️"Exploring the artisanal legacy of Kumbharapada. A testament to the t...
14/04/2026

ଶୁଭ ପଣାସଂକ୍ରାନ୍ତି ଓ ଓଡ଼ିଶା ନବବର୍ଷର ଅନେକ ଶୁଭକାମନା ❤️

"Exploring the artisanal legacy of Kumbharapada. A testament to the timeless skill of local craftsmen who have preserved the sanctity of traditional pottery for generations." 🌹





[ Pottery, Puri, Kumbharapada, Shri Jagannatha Mandira, Soul of Odisha, Moments, Odia New Year, Pana Sankranti, Aries Zodiac, Solar Calendar]

ଚଇତି ଘୋଡ଼ା ନାଚ ରେ ପରିବେଷିତ ହେଉଥିବା ଲୋକ ଗୀତ ରେ ବାଶୁଳୀ ଙ୍କ ମହାତ୍ମ୍ୟ ବର୍ଣ୍ଣନା କରି କୁହାଯାଇଛି"ରାଉତାଣୀ ବେଶେ ମା'ଗୋ ବନ୍ଦୁଅଛି ମୁହ...
02/04/2026

ଚଇତି ଘୋଡ଼ା ନାଚ ରେ ପରିବେଷିତ ହେଉଥିବା ଲୋକ ଗୀତ ରେ ବାଶୁଳୀ ଙ୍କ ମହାତ୍ମ୍ୟ ବର୍ଣ୍ଣନା କରି କୁହାଯାଇଛି

"ରାଉତାଣୀ ବେଶେ ମା'ଗୋ ବନ୍ଦୁଅଛି ମୁହିଁ
ନମସ୍ତେ ନମସ୍ତେ ମା'ଗୋ ପାଦପଦ୍ମ ଦୁଇ।
ବନ୍ଦନା ବନ୍ଦଇ ମା' ଗୋ ସିଦ୍ଧ ଯେ ବାସେଳୀ
ଦୁର୍ବାକ୍ଷତ ତଣ୍ଡୁଳ ଯେ ହସ୍ତେ ଅଛି ଧରି।
××××××××××
କମଳ ବଦନୀ କୃପା କରିବୁ ବହନ
କରୁଣା ଲୋଚନୀ ଚାହିଁ ଥିବୁ ଅନୁକ୍ଷଣ "।

Chaiti Festival— a month-long wave of color, song & horse-head goddesses along Odisha’s coast. The Kaibartya fisherfolk bring out Jhadeswari (black) and Basuli Devi (white), the horse heads they worship year-round, from Chaitra full moon to Baishakh full moon. Legend says Rama gifted them horses after they ferried him across a river in Treta Yuga—so they honor them as bringers of prosperity.

In Puri, families stage *Ghoda Nacha* on a special day, praying for happiness & peace. Women dress the goddess in bangles, vermilion, cloth, garlands and bhoga; men & women (Raut & Rautuni) act out Ramayana, Mahabharata & local tales to lovely Odia songs and drums.




ChaitiFestival Odisha Kaibartya GhodaNacha FolkTradition CoastalOdisha Puri OdishaCulture IntangibleHeritage Ramayana BasuliDevi Jhadeswari FestivalVibes TravelIndia ClickStories

Postcards of Puri: The Fourth Fold 🍁​Old stone, new stories.Ancient chants, modern lives.A series continued, a culture c...
20/03/2026

Postcards of Puri: The Fourth Fold 🍁

​Old stone, new stories.
Ancient chants, modern lives.
A series continued, a culture cherished.

[Heritage, Shrimandir, Coastal Culture, Jagannath Dham, Spiritual Journey, Visual Storytelling, Modern Tradition.]

Panthei Puja :- A traditional manner of worshipping the Shakti in the shurbubs of Odisha during the Tuesdays of Odia mon...
17/03/2026

Panthei Puja :- A traditional manner of worshipping the Shakti in the shurbubs of Odisha during the Tuesdays of Odia month Chaitra. For the well being of their child, women gather outside the house to pray Maa Mangalā.
Making a hole(Kunda typed shape) using soil and washing it with herbal water, they offer sandalwood, vermilion, hibiscus flowers, & incense sticks to it. And after they offered Pana as Bhog. The Pana is first poured into the hole then first offered to the Children.
The changing period of one season to another season invites lot of diseases with itself. Hence to shatter the consequences, our ancestors started this worshipping to offering of pana can reciprocate the contagious effect of disease.

Snippets of Dola Jata 2025🌺Wishing you & your family a happy Dola Purnimā.
03/03/2026

Snippets of Dola Jata 2025🌺
Wishing you & your family a happy Dola Purnimā.

ସାଧାରଣତଃ କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସଧବା ନାରୀମାନେ ମା' ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ଯରେ ସୁଦଶା ବ୍...
26/02/2026

ସାଧାରଣତଃ କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ ସଧବା ନାରୀମାନେ ମା' ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ଯରେ ସୁଦଶା ବ୍ରତ ଯଥା ବିଧି ପାଳନ କରିଥାନ୍ତି। ଥରେ ବ୍ରତ ଆରମ୍ଭ କରିବା ପରେ ଚଉଦ ( ୧୪ ) ବର୍ଷ ପର୍ଯ୍ୟନ୍ତ ଏହା ପାଳନ କରିବାକୁ ପଡିଥାଏ।
କେବଳ ନୂତନ ବ୍ରତୀ ( ନବ ବିବାହିତ କୂଳବଧୂ ) ମାନେ କାଳ ଶୁଦ୍ଧି ( ପଞ୍ଜିକା ଗଣନାନୁସାରେ ) ଥିବା ମାସରୁ ହିଁ ସୁଦଶା ବ୍ରତ ପାଳନ ଆରମ୍ଭ କରିଥାନ୍ତି।

ମା' ସାଆନ୍ତାଣୀଙ୍କ ପୂଜା ଦ୍ରବ୍ୟରେ ଦୀପ, ଧୂପ, ହଳଦୀ ଗୁଣ୍ଡ, ପଞ୍ଚାମୃତ ସହ ଦଶ ବର୍ଣ୍ଣ ଫୁଲ , ଦଶ ଫଳ, ଦଶ ଅକ୍ଷତ, ଦଶ ଗୁଆ, ଦଶ ଦୁର୍ବା , ଦଶ ଗୋଟି ଘୃତ ପକ୍ୱ ପୂର ମଣ୍ଡା ଓ ଦଶ ଖିଅ ପାଟ୍ଟ ସୂତା ( ଶ୍ଵେତ ବର୍ଣ୍ଣ ପାଞ୍ଚ ଖିଅ ଓ ରକ୍ତ ବର୍ଣ୍ଣ ପାଞ୍ଚ ଖିଅ ) ତ୍ରିଗୁଣ କରି ବଳି ବ୍ରତ ପ୍ରସ୍ତୁତିର ଆରମ୍ଭ କରାଯାଏ।ବ୍ରତଧାରିଣୀମାନେ ମାନସିକ ସ୍ତରରେ ନିଜ ସ୍ଥିରୀକୃତ ନିୟମ ସଙ୍କଳ୍ପ ପୂର୍ବକ ପୂଜା ପାଠ ସମୟରେ ନିମ୍ନ ବର୍ଣ୍ଣିତ ମା ' ଲକ୍ଷ୍ମୀ ଠାକୁରାଣୀଙ୍କ ନାମ ଶ୍ରଦ୍ଧା ଓ ବିଶ୍ଵାସର ସହ ନିମ୍ନୋକ୍ତ କ୍ରମରେ ଉଚ୍ଚାରଣ କରି ବ୍ରତ ସୂତାରେ ଗୋଟିଏ ପରେ ଗୋଟିଏ ଗଣ୍ଠି ପକାଇ ଦଶ ଗଣ୍ଠି ଦେଇ ପରେ ବ୍ରତ ହସ୍ତରେ ଧାରଣ କରି ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ନିଜ ମାନସିକ ସଙ୍କଳ୍ପକୁ ଅକ୍ଷୂର୍ଣ୍ଣ ରଖିବା ବିଧି ।

ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀନାରାୟଣୀ
ଦ୍ବିତୀୟ ଗଣ୍ଠିର ନାମ କମଳିନୀ
ତୃତୀୟ ଗଣ୍ଠିର ନାମ ଶ୍ରୀ ହରିପ୍ରିୟା
ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା
ପଞ୍ଚମ ଗଣ୍ଠିର ନାମ ଅଟଇ କମଳା
ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା
ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ
ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲ୍ଲଣୀ
ନବମ ଗଣ୍ଠିର ନାମ ଦୁର୍ଗତିନାଶିନୀ
ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ

ଧିଗ୍ ଧିଗ୍ ଫାଲଂ ଭସ୍ମବିହୀନଂ  ଧିଗ୍ ଧିଗ୍ ଗାତ୍ରଂ ଭସ୍ମ ରୁଦ୍ରାକ୍ଷହୀନମ୍।ଧିଗ୍ ଧିଗ୍ ଚିତ୍ତଂ ଶିବଧ୍ୟାନଶୂନ୍ୟଂ ଧିଗ୍ ଧିଗ୍ ଗେହଂ ଲିଙ୍ଗସମ୍ବ...
22/02/2026

ଧିଗ୍ ଧିଗ୍ ଫାଲଂ ଭସ୍ମବିହୀନଂ ଧିଗ୍ ଧିଗ୍ ଗାତ୍ରଂ ଭସ୍ମ ରୁଦ୍ରାକ୍ଷହୀନମ୍।
ଧିଗ୍ ଧିଗ୍ ଚିତ୍ତଂ ଶିବଧ୍ୟାନଶୂନ୍ୟଂ ଧିଗ୍ ଧିଗ୍ ଗେହଂ ଲିଙ୍ଗସମ୍ବନ୍ଧହୀନମ୍।। (ଶିବ ରହସ୍ୟ)

ଶିବ ରହସ୍ୟ ଆଗମ ରେ କୁହାଯାଇଛି ଯିଏ ଲଲାଟ ରେ ଭସ୍ମ ଲେପନ ନକରି ଶିବାର୍ଚ୍ଚନ କରେ ତାକୁ ଧିକ୍କାର ଯେ ରୁଦ୍ରାକ୍ଷ ଭସ୍ମ ଲେପନ ନକରି ଶିବାର୍ଚ୍ଚନ କରେ ତାକୁ ଧିକ୍କାର। ଯାହାର ଚିତ୍ତ ରେ ଶିବ ଙ୍କ ଧ୍ୟାନ ଶ୍ଲୋକ ଗୁଞ୍ଜରିତ ନହୁଏ ତାକୁ ଧିକ୍କାର ଯାହାର ଗୃହ ରେ ଶିବଲିଙ୍ଗ ଙ୍କ ଭକ୍ତ ନଥାନ୍ତି ସେହି ଗୃହ କୁ ଧିକ୍କାର।

​The Forehead without Sacred Ash: "Shame upon the forehead that is not marked with Bhasma (sacred ash)." In Shaivism, Bhasma represents the transitory nature of the world and the purity that remains after the ego is burnt away.

​The Body without Sacred Symbols: "Shame upon the body that does not wear Bhasma or Rudraksha." These are not just ornaments; they are considered protective shields and physical connectors to Shiva’s energy.

​The Mind without Meditation: "Shame upon the mind (Chitta) that is void of meditation on Lord Shiva." A mind that doesn't reflect on the Divine is seen as being lost in the chaos of the material world.

​The Home without Devotion: "Shame upon the home where there is no connection to the Shivalinga (or where devotees of the Lingam do not reside)." A home is considered a temple; without a spiritual anchor, it is just a physical structure.

Mahashivratri special besha of Sri Aghora Rudra Markandeya of Purushottam Keshtra 🌺ध्यायेन्नित्यं महेशं रजतगिरिनिभं चारु...
16/02/2026

Mahashivratri special besha of Sri Aghora Rudra Markandeya of Purushottam Keshtra 🌺

ध्यायेन्नित्यं महेशं रजतगिरिनिभं चारुचन्द्रावतंसं
रत्नाकल्पोज्ज्चलाङ्गं परशुमृगवराभीतिहस्तं प्रसन्नम् ।
पद्मासीनं समन्तात् स्तुतममरगणैर्व्याघ्रकृत्तिं वसानं
विश्वाद्यं विश्वबीजं निखिलभयहरं पञ्चवक्त्रं त्रिनेत्रम् ॥

चाँदी के पर्वत के समान जिनकी श्वेत कान्ति है, जो सुन्दर चन्द्रमा को आभूषण रूप धारण करते हैं, रत्नमय अलंकार से जिनका शरीर उज्ज्वल है, जिनके हाथों में परशु तथा मृग, वर और अभय मुद्राएँ हैं, जो प्रसन्न हैं, पद्म के आसन पर विराजमान हैं, देवतागण जिनके चारों ओर खड़े होकर स्तुति करते हैं, जो बाघ की खाल पहनते हैं, जो विश्व के आदि, जगत् की उत्पत्ति के बीज और समस्त भयों को हरनेवाले हैं, जिनके पाँच मुख और तीन नेत्र हैं, उन महेश्वर का प्रतिदिन ध्यान करें ।

"One should meditate daily upon Lord Maheshwara, whose white complexion resembles a mountain of silver, and who wears the beautiful crescent moon as an ornament. His body shines brilliantly with jewels, and in his hands, he holds an axe and a deer, while his other two hands display the Varada (boon-granting) and Abhaya (fear-dispelling) mudras.
He is ever-blissful, seated in the lotus posture (Padmasana), surrounded by deities who stand all around him in prayer. Clad in a tiger’s skin, he is the origin of the universe, the seed of the world's creation, and the destroyer of all fears. He possesses five faces and three eyes."




[ Markandeswar Mahadev, Aghora Rudra Markandeya, Sri Purushottam, Mahashivratri, Odisha, Festival, Deities]

Oh Lord Shiva, who wears boar’s white tusks as ornaments.  When Vishnu (Krishna) who broke the tusks of the mighty eleph...
15/02/2026

Oh Lord Shiva, who wears boar’s white tusks as ornaments.  When Vishnu (Krishna) who broke the tusks of the mighty elephant sent to kill him by Kamsa and the four-headed Brahma – searched for you everywhere, you appeared as a column of fire before them.  Your devotees ever remain under the shadows of your golden feet that have no defect. Rid them of their obstacles and hardships.

Panuval Pathigam Song 9, beautifully written by Great Shaiva Poet Thirujnana Sambandar. Here he addressed lord Shiva who is the ultimate bestower of grace. And who will eradicate all the hurdles, obstacles and hardships if we concentrate on his holy feet. In the 9th song he put emphasis on the Lingodbhava Murti of Shiva represents the mighty pillar of fire, to eliminate the ego & pride and establish the harmony & nobleness. Sri Mahadeva as AdiGuru has many leelas' and stories across many puranas' all of them are exclusively for the Lok Kalyana & Lok Shiksha. All of his leelas' makes us understand something important.

Subh Mahashivratri 🌺
The Great Lingodbhava Murti from Kachhapeswara Temple of Kanchipuram.

ଲିଙ୍ଗ ପୁରାଣ ଅନୁସାରେ ପରମେଶ୍ବର ମହାଦେବ ଙ୍କୁ ସୋମବାର ବ୍ରତ ଅତ୍ୟଧିକ ପ୍ରିୟ। କୈଳାସପତି ଙ୍କ ଉଦ୍ଦେଶ୍ୟ ରେ କଠିନ ତପସ୍ୟା କରୁଥିବା ବ୍ୟକ୍ତି...
02/02/2026

ଲିଙ୍ଗ ପୁରାଣ ଅନୁସାରେ ପରମେଶ୍ବର ମହାଦେବ ଙ୍କୁ ସୋମବାର ବ୍ରତ ଅତ୍ୟଧିକ ପ୍ରିୟ। କୈଳାସପତି ଙ୍କ ଉଦ୍ଦେଶ୍ୟ ରେ କଠିନ ତପସ୍ୟା କରୁଥିବା ବ୍ୟକ୍ତି ଅପେକ୍ଷା ବର୍ଷ ସାରା ସୋମବାର ବ୍ରତ ପାଳନ କରୁଥିବା ବ୍ୟକ୍ତି ଅଧିକ ପ୍ରିୟ। ସୋମବାର ବ୍ରତ ତୁଳନା ରେ କୋଟି କୋଟି ଦାନ, ତୀର୍ଥ ମଧ୍ୟ ସମକକ୍ଷ ନୁହଁ। କେହି କେହି ସକାମ ଇଚ୍ଛା ପୂରଣ ପାଇଁ ଷୋହଳ ସୋମବାର କରନ୍ତି ମାତ୍ର ଏହା ତୁଳନା ରେ ବର୍ଷ ବ୍ୟାପୀ ପାଳିତ ସୋମବାର ବ୍ରତ କୁ ମହାଦେବ ଶ୍ରେଷ୍ଠ କହିଛନ୍ତି। ତେବେ ଏହାର ନିୟମ ଏହି ଯେ ପ୍ରାତଃ କାଳ ରେ ସ୍ନାନ ଏବଂ ଗୃହ ଦେବତା ଙ୍କ ପୂଜନ କରି ଶିବ ଆଳୟ ଦର୍ଶନ ପୂର୍ବକ ଏହି ବ୍ରତ କରାଯାଏ। ଦିନ କୁ ଥରେ ମାତ୍ର ହବିଷ ଅନ୍ନ ବା ଫଳ ଆହାର ସହିତ ରାତ୍ର ରେ ଜଳ ପାନ କରି ଏହା କରାଯାଏ। ଅଶକ୍ତ ବ୍ୟକ୍ତି ରାତ୍ର ରେ ଦୁଗ୍ଧ ଆଦି ଗ୍ରହଣ କରିପାରିବେ, ଏହି ବ୍ରତ ରେ ଔଷଧ , ପଞ୍ଚାମୃତ, ଦେବତା ଙ୍କ ପ୍ରସାଦ ଆଦି ଗ୍ରହଣ ରେ ଦୋଷ ନାହିଁ। ଶ୍ରୀ ଶ୍ରୀ ମହାଦେବ ସୋମବାର ବ୍ରତ କରୁଥିବା ବ୍ୟକ୍ତି ର ସମସ୍ତ ଦାୟିତ୍ବ ବହନ କରନ୍ତି। ଏହି ଦିନ ପ୍ରାତଃ ଏବଂ ସାୟଂ କାଳ ରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଙ୍କ ସ୍ମରଣ କରିବା ଉଚିତ୍ ତଥା କେବଳ ଉମାକାନ୍ତ ମହାଦେବ ହର ହର ମହାଦେବ ଏହି ନାମ ସ୍ମରଣ ଦ୍ଵାରା ଦିବସ ନିର୍ବାହ କରିବା ଉଚିତ୍।🌺

It has been one year since my first solo pilgrimage to the holy abode of Chidambaram. For two years, I had heard of its ...
27/01/2026

It has been one year since my first solo pilgrimage to the holy abode of Chidambaram. For two years, I had heard of its glories, but I now realize it wasn't my own effort that brought me there—it was the grace of Sri Gurudeva Dakshinamurthy. In His infinite compassion, He invited me to the heart of the Thillai forest to surrender my sorrows at His feet.

There, in the cosmic rhythm of the Ananda Tandava, He lifted His left leg in a gesture of liberation and grace for all humanity. The divinity of that moment remains etched in my soul; even now, my heart swells with emotion whenever I speak of Chidambaram. It was a magical peak of happiness that I will carry for a lifetime.

While 2025 brought its share of hardships, failures, and discomfort, those trials only taught me how to rise again. I owe that resilience to Them—Sri Ananda Murti Natarāj, Shivakāmasundari Ambal, and Govindarāj Perumāl. Their unconditional love has been my anchor.

Beside the sacred Purushottam Kshetra, Chidambaram is the only place where my heart has found such absolute stillness. It is, in every sense, my second home. ✨

जब त्रिदशाधिप महेंद्र ने देवगुरु बृहस्पति को शब्दशास्त्र के ज्ञान  बारे में पूछा तब ब्रह्मर्षि अंगिरापुत्र ने उन्हे देवी...
23/01/2026

जब त्रिदशाधिप महेंद्र ने देवगुरु बृहस्पति को शब्दशास्त्र के ज्ञान बारे में पूछा तब ब्रह्मर्षि अंगिरापुत्र ने उन्हे देवी सरस्वती के उद्देश्य से पुष्कर क्षेत्र में दिव्य सहस्र वर्ष तपस्या करने कहा। सहस्र वर्ष तपः करने के पश्चात तपः मास (सूर्य मकरस्थ) के शुक्ला पंचमी को देवी सरस्वती का पुष्कर ह्रद के मध्य से श्वेतकमल पर आविर्भाव हुआ। इंद्रदेव गदगद होकर प्रणाम किए। देवी ने उन्हे शब्दशास्त्र का सम्पूर्ण ज्ञान प्रदान किया। उसी दिन से माघ शुक्ल पक्ष पंचमी को वाणी पंचमी के रूप से मनाया जाता है ।

(ब्रह्मवैवर्त पुराण , प्रकृति खंड) 🪷🦢

Address

Puri
752001

Alerts

Be the first to know and let us send you an email when Click Stories posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Click Stories:

Share

Category