06/01/2024
ଅନେକ ବର୍ଷ ର ପ୍ରତିକ୍ଷା ଶେଷ ହେଲା ଏବଂ କରସେବକ ଙ୍କ ବଳିଦାନ କୁ ବ୍ୟର୍ଥ ହେବାକୁ ଦେଲେ ନାହିଁ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଆମର ସୌଭାଗ୍ୟ ଯେ ଆମ ପିଢ଼ିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ମନ୍ଦିର ଦେଖିବାର ସୌଭାଗ୍ୟ ଆମକୁ ମିଳୁଛି ଏହାକୁ ଆମେ ଦୀପାବଳୀ ରୂପରେ ପାଳନ କରିବା 🙏ଜୟ🙏ଶ୍ରୀରାମ🙏🚩