Sankar Majhi

Sankar Majhi 1,✅ PGT in HISTORY
2,✅ Lecturer in History,Utkalamani Gapabandhu Higher Secondary School MKG

08/06/2026
💕❤️♥️💕❤️♥️💞💕❤️
08/06/2026

💕❤️♥️💕❤️♥️💞💕❤️

ଦେଖୁ ଦେଖୁ ଗୋଟେ ବର୍ଷ ପୂର୍ଣ୍ଣ ହୋଇଗଲା 💕💞💕
06/06/2026

ଦେଖୁ ଦେଖୁ ଗୋଟେ ବର୍ଷ ପୂର୍ଣ୍ଣ ହୋଇଗଲା 💕💞💕

06/06/2026

Happy Birthday ମିତ୍ର 🎂🎂👑👑👑🎂♥️🎂💕👑💕💞

Happy birthday ମିତ୍ର
06/06/2026

Happy birthday ମିତ୍ର

04/06/2026

ମଣିଷର ଶେଷ ଠିକଣା ମଶାଣି
ଶେଷ ପରିଚୟ ମଶାଣି
ଶେଷ ନିଃଶ୍ୱାସ ମଶାଣି
ଶେଷ ସମ୍ପର୍କ ମଶାଣି
ଶେଷ ବିଦାୟ ମଶାଣି
ଶେଷ ସ୍ମୃତି ମଶାଣି
ଶେଷ ରାତି ମଶାଣି
ଶେଷ ବନ୍ଧୁ ପରିଜନ ଜ୍ଞାନ୍ତିକୁଟୁମ୍ବ ମଶାଣି ଯାଏଁ
ଶେଷ ସନ୍ତକ ମଶାଣିର ଜୁଇର ପାଉଁଶ
ତେବେ ତାରି ପାଇଁ ସବୁ ଏତେ ହାଟ ନାଟ
ତଥାପି ସେହି ସ୍ଥାନକୁ ଯିବା ପାଇଁ
ସମସ୍ତେ ଏଠି ଡରନ୍ତି ଆଉ ନିଜକୁ କି ନିଜ ଲୋକକୁ ହେରେଇବାର ସେ ଡର ଆଉ ଯନ୍ତ୍ରଣା କୁ ସହିବାକୁ କାହାରି ପାଖରେ ସେତିକି ସାହସ ନଥାଏ
ସତରେ ମଶାଣି ତୋର କାହିଁ କେତେ ଦବଦବା
ଏ ମଣିଷ ଜୀବନ ଉପରେ ...
ସବୁବେଳେ ଚାହିଁ ବସୁ....
କାହାର ନା କାହାରି ବାଟକୁ
ଗୋଟିଏ ଜୁଇ ଲିଭି ଆସୁଥିବା ବେଳେ ଆଉ ଗୋଟିଏ କୁତୁ ଅପେକ୍ଷକରୁ... ,.✍️

Address

Pandraguda
Malkangiri
764046

Alerts

Be the first to know and let us send you an email when Sankar Majhi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sankar Majhi:

Share

Category