Manas nayak

Manas nayak ojc
odisha janat congress

17/04/2026

Ojc meeting

ଓଡିଶା ଜନତା କଂଗ୍ରେସ
16/04/2026

ଓଡିଶା ଜନତା କଂଗ୍ରେସ

12/04/2026
New cm odisha  .
11/04/2026

New cm odisha
.

10/04/2026
ଆଜି ସାଲେପୁର ଓଡିଶା ଜନତା କଂଗ୍ରେସ (OJC ) ସୌଜନ୍ୟ ମୂଳକ ସାକ୍ଷାତ କରିଥିଲୁ, OJC ସଭାପତି ତଥା ବଡ଼ ଭାଇ ମୋକିମ ଭାଇ ଆସନ୍ତା ଏପ୍ରିଲ ୧୨ ତାର...
09/04/2026

ଆଜି ସାଲେପୁର ଓଡିଶା ଜନତା କଂଗ୍ରେସ (OJC ) ସୌଜନ୍ୟ ମୂଳକ ସାକ୍ଷାତ କରିଥିଲୁ, OJC ସଭାପତି ତଥା ବଡ଼ ଭାଇ ମୋକିମ ଭାଇ ଆସନ୍ତା ଏପ୍ରିଲ ୧୨ ତାରିଖ ଆମ ରାଜ୍ୟ OJC ନୂତନ କାର୍ଯ୍ୟାଳୟ ସତ୍ୟନଗର ଠାରେ ଶୁଭ ଉଦଘାଟନ କରିବା ସହ ଆସନ୍ତା ଏପ୍ରିଲ ୧୫ ତାରିଖ ଦିନ ଓଡିଶା ଜନତା କଂଗ୍ରେସ (OJC ) ଜନତା ମୈଦାନ ଠାରେ ବିଧିବଦ୍ଧ ଭାବେ ଦଳର ପ୍ରତିଷ୍ଠା ଦିବସ ହେବାକୁ ଯାଉଅଛି
ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା

#ଓଡିଶାଜନତାକଂଗ୍ରେସ


Sofia Firdous

OJC #ଓଡିଶାଜାନାତାକଂଗ୍ରେସସ Sofia Firdous
04/04/2026

OJC
#ଓଡିଶାଜାନାତାକଂଗ୍ରେସସ Sofia Firdous

ଓଡିଶା କଳା ଜଗତର ଏକ ଅମୁଲ୍ୟ ରତ୍ନ, ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ ଯ...
17/11/2025

ଓଡିଶା କଳା ଜଗତର ଏକ ଅମୁଲ୍ୟ ରତ୍ନ, ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।
ସେ ଯେପରି ନମ୍ରତା, ସେପରି ପ୍ରାପ୍ତିଶୀଳ ସଂଗୀତ ଦିଆର, ସେ ଓଡିଶାର ଏକ ଅନନ୍ୟ ପ୍ରତିକ ଥିଲେ।
ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ନିକଟରେ ପ୍ରାର୍ଥନା କରୁଛି ତାଙ୍କ ଆତ୍ମାର ସଦଗତି ହେଉ l
*ଓଁ ଶାନ୍ତି🙏🏻

Address

Salepur
Cuttack
754202

Website

Alerts

Be the first to know and let us send you an email when Manas nayak posts news and promotions. Your email address will not be used for any other purpose, and you can unsubscribe at any time.

Share