Ashok raj fan club

  • Home
  • Ashok raj fan club

Ashok raj fan club Contact information, map and directions, contact form, opening hours, services, ratings, photos, videos and announcements from Ashok raj fan club, Camera/Photo, .

ଆମ 15 ନମ୍ବର ୱର୍ଡ ରଥଯାତ୍ରା ର କିଛି ବିଶେଷ ମୁହୂର୍ତ
02/07/2022

ଆମ 15 ନମ୍ବର ୱର୍ଡ ରଥଯାତ୍ରା ର କିଛି ବିଶେଷ ମୁହୂର୍ତ

30/06/2022
15ନମ୍ବର ୱର୍ଡ ରେ ଡେଙ୍ଗୁ ପାଇଁ କର୍ପୋରେଟର ଙ୍କ ଦ୍ୱାରା ସଚେତନ ବାର୍ତା ଦିଆଗଲା
26/06/2022

15ନମ୍ବର ୱର୍ଡ ରେ ଡେଙ୍ଗୁ ପାଇଁ କର୍ପୋରେଟର ଙ୍କ ଦ୍ୱାରା ସଚେତନ ବାର୍ତା ଦିଆଗଲା

ଆଗାମୀ 1ତାରିକ ରେ ରଥ ଯାତ୍ରା ପାଇଁ 15ନମ୍ବର ୱର୍ଡ କର୍ପୋରେଟର ଙ୍କ ଦ୍ୱାରା ରଥ ରୋଡ ସଫେଇ ଉଦ୍ୟମ ଜାରି ରହିଛି
22/06/2022

ଆଗାମୀ 1ତାରିକ ରେ ରଥ ଯାତ୍ରା ପାଇଁ 15ନମ୍ବର ୱର୍ଡ କର୍ପୋରେଟର ଙ୍କ ଦ୍ୱାରା ରଥ ରୋଡ ସଫେଇ ଉଦ୍ୟମ ଜାରି ରହିଛି

ପବିତ୍ର ଦେବସ୍ନାନ ପୁର୍ଣିମା ଅବସର ରେ 15ନମ୍ବର ୱର୍ଡ ବାସୀଙ୍କୁ ହାର୍ଦିକ ଶୁଭକାମନା
14/06/2022

ପବିତ୍ର ଦେବସ୍ନାନ ପୁର୍ଣିମା ଅବସର ରେ 15ନମ୍ବର ୱର୍ଡ ବାସୀଙ୍କୁ ହାର୍ଦିକ ଶୁଭକାମନା

ଆଜି ତା 8/6/2022, ସକାଳ ଘଟିକା 9.30 ମିନିଟ ସମୟରେ ମାନ୍ୟବର ବିଧାୟକ ସୁଶାନ୍ତ ରାଉତ, ମାନ୍ୟବର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା...
08/06/2022

ଆଜି ତା 8/6/2022, ସକାଳ ଘଟିକା 9.30 ମିନିଟ ସମୟରେ ମାନ୍ୟବର ବିଧାୟକ ସୁଶାନ୍ତ ରାଉତ, ମାନ୍ୟବର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଂହର, କର୍ପୋରେଟର ପିଙ୍କି ସ୍ୱାଇଁ, BMC ସିଟି ଇଞ୍ଜିନୀଅର, zonal କମିଶନର, ଆଇନଜିବି ଅଶୋକ ରାଜ, BMC ର ଅନ୍ୟ ଅଧିକାରୀ ମାନଙ୍କ ସହିତ ୱାର୍ଡ -15, ର ସମସ୍ତ ଯୁବକ ମହିଳା ମାନଙ୍କ ଉପସ୍ଥିତି ରେ ମଡେଲ ଭେଣ୍ଡିଂ ଜୋନ ର ଭୂମି ପୂଜନ କାର୍ଯ୍ୟ ସମ୍ପାଦନ କରାଗଲା. ଜୟ ଜଗନ୍ନାଥ 🙏🙏

Address

Website

Alerts

Be the first to know and let us send you an email when Ashok raj fan club posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Photography Service?

Share