Max News

Max News ଘଟିଥିବା ଘଟଣାର କିଛି ସତ୍ୟତା....

13/08/2026

ବନ୍ୟା କାହା ପାଇଁ କେମିତି ଗୋଟେ ପଟେ ଦି ମୁଠା ଖାଦ୍ୟ ପାଇଁ ଅନ୍ୟ ହାତକୁ ଚାହିଁ ରହିଛନ୍ତି ନଈ କୂଳିଆ ଲୋକମାନେ । ଅନ୍ୟପଟେ ସହରରେ ହୋଇଥିବା କୃତ୍ରିମ ବନ୍ୟାରେ କେକ କାଟି ଖୁସି ମନାଉଛନ୍ତି ।

13/08/2026

ଆନନ୍ଦପୁରରେ ବୈତରଣୀ ନଦୀରେ ଭାଙ୍ଗିଥିବା ବନ୍ଧରୁ ପୁଣି ପାଣି ପଶିଲା।
Narendra Modi

CMO Odisha
Dharmendra Pradhan
Manmohan Samal
Suresh Pujari
District Administration Kendujhar,Odisha
SP Kendujhar Odisha
BJP Odisha
Ananta Nayak

ବସ୍ତା ବିଧାୟିକା ବୁଲିଲେ ବନ୍ୟା ଅଞ୍ଚଳ ।ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ବସ୍ତା ବ୍ଲକର କିଛି ପଞ୍ଚାୟତରେ ଦ୍ୱିତୀୟ ଥର ପା...
13/08/2026

ବସ୍ତା ବିଧାୟିକା ବୁଲିଲେ ବନ୍ୟା ଅଞ୍ଚଳ ।

ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ବସ୍ତା ବ୍ଲକର କିଛି ପଞ୍ଚାୟତରେ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲି। ଲୋକଙ୍କ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଓଡ୍ରାଫ୍ (ODRAF) ଟିମ୍ ମୁତୟନ କରାଯିବାର ସୁନିଶ୍ଚିତ କଲି । ଏହାସହ ରିଲିଫ୍ ବ୍ୟବସ୍ଥା, ଉପଯୁକ୍ତ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ସହ ଗୃହପାଳିତ ପଶୁମାନଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଇଦେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲି । ଏହି ଅବସରରେ ବସ୍ତା ବିଡ଼ିଓ, ତହସିଲଦାର ମହୋଦୟ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।



13/08/2026

#ପଶ୍ଚିମବଙ୍ଗ_RG_Kar_ମେଡିକାଲ_ବଳାତ୍କାରଓ_ହତ୍ୟାର_ପୂର୍ବତନ_ବିଧାୟକ_ବାଲେଶ୍ୱରରୁ_ଗିରଫ। ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ପଶ୍ଚିମବଙ୍ଗ ଖାରଦା ପୋଲିସ ଦ୍ୱାରା ବାଲେଶ୍ୱର ସିମୁଳିଆରୁ ଗିରଫ କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପଶ୍ଚିମବଙ୍ଗ ଅଭିମୁଖେ ନେଇଯାଇଥିବା ସୂଚନା ମିଳିଛି।

Address

B B Dey Street Barabati
Balasore
756003

Website

Alerts

Be the first to know and let us send you an email when Max News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share