Atal Bihari Pradhan

Atal Bihari Pradhan full comedy & youtube
tuma jitu

02/06/2026

❤️❤️❤️❤️❤️❤️

02/06/2026

Raja ra sajabaja ❤️❤️❤️

01/06/2026

Tu nhi tu

Happy Marriage Anniversary ❤️ Bhai Bhauja  ମାନ୍ୟବର ବିଧାୟକ ବଡ଼ମ୍ବା ଶ୍ରୀ ବିଜୟ କୁମାର ଦଳବେହେରା Bijay Kumar Dalabehera
23/02/2026

Happy Marriage Anniversary ❤️ Bhai Bhauja
ମାନ୍ୟବର ବିଧାୟକ ବଡ଼ମ୍ବା ଶ୍ରୀ ବିଜୟ କୁମାର ଦଳବେହେରା Bijay Kumar Dalabehera

ଆଜି ଦିନ 2ଟାରେ , ରଗଡ଼ିପଡା ଗ୍ରାମ ପଞ୍ଚାୟତର ପ୍ରେମାନନ୍ଦ ମଲ୍ଲିକ, ଧୋବଣୀନାଳ ଠାରେ ଅଜଣା ଗାଡ଼ି ଧକ୍କାକରି ପଳେଇଛି ,ବଡ଼ମ୍ବା ମାନ୍ୟବର ବିଧ...
09/02/2026

ଆଜି ଦିନ 2ଟାରେ , ରଗଡ଼ିପଡା ଗ୍ରାମ ପଞ୍ଚାୟତର ପ୍ରେମାନନ୍ଦ ମଲ୍ଲିକ, ଧୋବଣୀନାଳ ଠାରେ ଅଜଣା ଗାଡ଼ି ଧକ୍କାକରି ପଳେଇଛି ,ବଡ଼ମ୍ବା ମାନ୍ୟବର ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ଭୁବନେଶ୍ୱର ଯାଇଥିବା ସମୟରେ ତାଙ୍କ ନଜରେ ଆସିଥିଲା ଏବଂ ସଙ୍ଗେ ସଙ୍ଗେ ତାଙ୍କୁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ମାଣିଆବନ୍ଧ ପଠାଇଥିଲେ ଏବଂ ମାନ୍ୟବର ବିଧାୟକ ତାଙ୍କ ବେସ୍ତବହୁଳ ଭିତରେ ତାଙ୍କର କର୍ତ୍ତବ୍ୟ କରିବା, ସହିତ ମୋତେ ସଙ୍ଗେ ସଙ୍ଗେ ପଠେଇବାରୁ ମୁ ତୁରନ୍ତ ଯାଇ ପହଞ୍ଚିଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ମାଣିଆବନ୍ଧ ଠାରେ ,ପହଞ୍ଚି ରୋଗୀର ସ୍ଵାସ୍ଥ୍ୟ
ଅବସ୍ଥା ବୁଝିବା ସହିତ ଡ଼ାକ୍ତର ଙ୍କ ସହିତ କଥା ହେଇ ମାନ୍ୟବର ବିଧାୟକଙ୍କୁ ଜଣାଇଥିଲି, ପ୍ରେମାନନ୍ଦ ମଲ୍ଲିକ ତାଙ୍କର ପୁଅ ଓ ତାଙ୍କ ଭାଇ ସହିତ ଆଲୋଚନାକରି ତାଙ୍କୁ ସଙ୍ଗେ ସଙ୍ଗେ ଡ଼ାକ୍ତର, କଟକ ବଡ଼ ମେଡ଼ିକାଲ କୁ ପଠାଇଲେ ।।

Mohan Charan Majhi Nitin Nabin Amit Shah Manmohan Samal Bharatiya Janata Party (BJP) Bijay Kumar Dalabehera Ramanarayan Mohanty

ଆଜି ସନ୍ତରାବାଳି ଗ୍ରାମ ପଞ୍ଚାୟତ ପାଠାଗାର ବସ ଷ୍ଟାଣ୍ଡ ଠାରେ ଏକ Wonderland International School ନୂଆ କରି ଆଜିଠାରୁ ଶୁଭଆମ୍ଭ ହେଲା ଏଵଂ...
26/01/2026

ଆଜି ସନ୍ତରାବାଳି ଗ୍ରାମ ପଞ୍ଚାୟତ ପାଠାଗାର ବସ ଷ୍ଟାଣ୍ଡ ଠାରେ ଏକ Wonderland International School
ନୂଆ କରି ଆଜିଠାରୁ ଶୁଭଆମ୍ଭ ହେଲା ଏଵଂ Charuananda Education and Charitable trust ଏକ ପିତା ମାତା ଙ୍କ ନାମରେ ସୁଶାନ୍ତ ଅପରୂପା ନନ୍ଦ ବେହେରା ତାଙ୍କର ସହୋଯୋଗି Dr Jitendra Patra pr -college preinpal, ନେତୃତ୍ବର ଆଜି ନୂତନ School ଆରମ୍ଭ ହେଲା ଏଵଂ ସନ୍ତରାବାଳି ର ସରପଞ୍ଚ ପ୍ରତିନିଧି, ସହିତ ସମସ୍ତ ଅତିଥି ବୃନ୍ଦ ସହିତ ିହାରୀ_ପ୍ରଧାନ ଯୋଗଦାନ୍ ଦେଲି
ମାନ୍ୟବର ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ନ ଆସିପି ନିଜେ ମୋବାଇଲ୍ ମାଧ୍ୟମରେ କଥା ହେଲେ ଓ
କିଛି ଚାପରେ,ହେଲେପି ସମୟ ସବୁଠାରୁ ବଡ଼
CMO Odisha Mohan Charan Majhi Amit Shah Manmohan Samal Nitin Nabin BJP Odisha Bharatiya Janata Party (BJP)

Address

Balasore

Website

Alerts

Be the first to know and let us send you an email when Atal Bihari Pradhan posts news and promotions. Your email address will not be used for any other purpose, and you can unsubscribe at any time.

Share