balangir jila news

balangir jila news Contact information, map and directions, contact form, opening hours, services, ratings, photos, videos and announcements from balangir jila news, Photographer, balangir, Balangir.

କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ ବଲାଙ୍ଗିର,୧୦।୧୧ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟ...
10/11/2025

କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ ବଲାଙ୍ଗିର,୧୦।୧୧ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ବିପୁଳ ପରିମାଣର ତେଲ ଟିଣକୁ କଣ୍ଟାବାଞ୍ଜି ପୋଲିସ ରବିବାର ଚଢ଼ାଉ କରି ଜବତ କରିଛି।
ସୂଚନା ମୁତାବକ, କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜି ଅଞ୍ଚଳରୁ ପ୍ରାୟ ୧୫୦ ତେଲ ଟିଣ ଡବା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଗତ ରାତିରେ କଣ୍ଟାବାଞ୍ଜି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦେଓଗାଁ ବ୍ଲକ୍ ଡୁମେରପିଟା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା, ଯେଉଁଠାରେ ଚୋରି ତେଲ ଟିଣଗୁଡ଼ିକୁ ଲୁଚାଇ ରଖାଯାଇଥିଲା। ପୋଲିସ୍ ଚୋରି ହୋଇଥିବା ସମସ୍ତ ୧୫୦ ଟି ତେଲ ଟିଣ ଡବା ସହ ସେହି ଗାଡ଼ିକୁ ମଧ୍ୟ ଜବତ କରିଛି।
ଜବତ ସାମଗ୍ରୀ ଓ ଗାଡ଼ିକୁ କଣ୍ଟାବାଞ୍ଜି ଥାନାକୁ ଅଣାଯାଇ ତଦନ୍ତ ଜାରି ରହିଛି। ତେବେ ଏହି ତେଲ ଚୋରି ମାମଲାରେ କେତେଜଣଙ୍କୁ ଗିରଫ କରାଯାଇଛି, ସେ ସମ୍ପର୍କରେ ପୋଲିସ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ।
ଡୁମେରପିଟାରୁ ଚୋରି ତେଲ ଟିଣ ଧରାପଡ଼ିବା ପରେ ଏବେ ଏହା ଅସଲି ତେଲ ନା ନକଲି ତେଲ ତାକୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଚାଲିଛି। କଣ୍ଟାବାଞ୍ଜି ଅଞ୍ଚଳର ଜଣେ ବ୍ୟବସାୟୀ ଲୋକାଲ୍ ବ୍ରାଣ୍ଡର ନକଲି ତେଲ ତିଆରି କରି ବିନା କାଗଜପତ୍ରରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିବହନ କରୁଥିବା ନେଇ ଆଲୋଚନା ହେଉଛି। ପୋଲିସ୍ ଏହି ଦିଗରେ ଅଧିକ ଖୋଳତାଡ଼ କଲେ ନକଲି ତେଲ ବ୍ୟବସାୟର ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି #ଦେଓଗାଁ

ପୁଣୀ ଏକ ହାତୀର ମୂତ୍ୟୁଦେହ ଠାବ ବଳଙ୍ଗିର ଦେଓଗାଁ
15/10/2024

ପୁଣୀ ଏକ ହାତୀର ମୂତ୍ୟୁଦେହ ଠାବ ବଳଙ୍ଗିର ଦେଓଗାଁ

ବନି କରଣ ଦୁର୍ନୀତି ପାଟଣାଗଡ଼ରେ
15/10/2024

ବନି କରଣ ଦୁର୍ନୀତି ପାଟଣାଗଡ଼ରେ

12/10/2024
ସଇଁତଳା ଖପ୍ରାଖୋଲ  ତୁରେକେଲା ରେ ଭାଇ ଜିଉତିଆ ଓଷା ପାଳନ କରୁଛନ୍ତି କୁଆରୀ ଝିଅ ମାନେ
11/10/2024

ସଇଁତଳା ଖପ୍ରାଖୋଲ ତୁରେକେଲା ରେ ଭାଇ ଜିଉତିଆ ଓଷା ପାଳନ କରୁଛନ୍ତି କୁଆରୀ ଝିଅ ମାନେ

ବେଲପଡ଼ା ଗଛ ରେ ପିଟିଲା ବାଇକ୍ ଜଣେ ମୃତ୍ୟୁ ତିନି ଗୁରୁତର
11/10/2024

ବେଲପଡ଼ା ଗଛ ରେ ପିଟିଲା ବାଇକ୍ ଜଣେ ମୃତ୍ୟୁ ତିନି ଗୁରୁତର

ପାଟଣାଗଡ଼ ଇଷ୍ଟଦେବୀ ମା ପାଟନେଶ୍ୱରି
11/10/2024

ପାଟଣାଗଡ଼ ଇଷ୍ଟଦେବୀ ମା ପାଟନେଶ୍ୱରି

ଦେଓଗାଁ ହାତୀ ମୃତ୍ୟୁ ଦାନ୍ତ ପାଇଁ ଶିକାର ସନ୍ଦେହ
10/10/2024

ଦେଓଗାଁ ହାତୀ ମୃତ୍ୟୁ ଦାନ୍ତ ପାଇଁ ଶିକାର ସନ୍ଦେହ

Address

Balangir
Balangir

Website

Alerts

Be the first to know and let us send you an email when balangir jila news posts news and promotions. Your email address will not be used for any other purpose, and you can unsubscribe at any time.

Share

Category